କାର୍ତ୍ତିକେୟ ପୂଜା ମଣ୍ଡପ ଵୁଲିଲେ ଯୁବ ସମାଜସେବୀ ବିଳାସ ମଲ୍ଲିକ

କଟକ ସଦର,୨୪/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ଜଣାଶୁଣା ଯୁବ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ ଗତକାଲି ସୋମବାର ରାତିରେ କିଶନନଗରର ବିଭିନ୍ନ କାର୍ତ୍ତିକେୟ ପୂଜା ମଣ୍ଡପ ପରିଦର୍ଶନ କରି ଆଶିର୍ଵାଦ କାମନା କରିଛନ୍ତି।

ତାଙ୍କ ସହିତ ଦିବାକର ଖଟେଇ,ଶିଵ ନାୟକ, ନବଘନ ନାୟକ, କୃଷ୍ଣ ମଲ୍ଲିକ, ଲୋକନାଥ ଭୋଇ, ପ୍ରମୋଦ ମହାନ୍ତି, ଦେବେନ୍ଦ୍ର ମଲ୍ଲିକ, ଦିଲିପ ମହାନ୍ତି, ସୁବାସ ଭୋଇ ପ୍ରମୁଖ ବହୁ ସ୍ୱେଛାସେବୀ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରତ୍ୟେକ ପୂଜା ମଣ୍ଡପରେ ଵିଳାସ ମଲିକ ଙ୍କୁ ଉତ୍ସସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *