ମାହାଙ୍ଗା, ୦୩/୯/୨୦୨୪ (ଓଡିଶା ସମାଚାର/ଅଭୟ ଜେନା )ମାହାଙ୍ଗା ଥାନା ଆଇ ଆଇ ସି ଙ୍କୁ ବଦଳି କରାଯାଇଛି । ମାହାଙ୍ଗା ଆଇ ଆଇ ସି ବିଜୟ କୁମାର ମଲ୍ଲିକ ଙ୍କୁ ନିଆଳି ଥାନାକୁ ବଦଳି କରାଯାଇଥିବା ବେଳେ
ନିଆଳି ଥାନା ଆଇ ଆଇ ସି ତପନ କୁମାର ରାଉତ ଙ୍କୁ ମାହାଙ୍ଗା ଥାନାକୁ ବଦଳି କରାଯାଇଛି । କଟକ ଏସ ପି ଙ୍କ ଚିଠି ନ.2203/3.9.2024 ଅନୁଯାୟୀ ବଦଳି ଆଦେଶ ଆସିଛି । ଏହା ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ କୁହାଯାଇଛି ।
ମାହାଙ୍ଗା ଓ ନିଆଳି ଥାନା ଆଇ ଆଇ ସି ଙ୍କ ଅଦଳ ବଦଳ
