ବଦଳିଲେ ବିବାଦୀୟ କିଶନନଗର ଥାନା ଅଧିକାରୀ 

କଟକ ସଦର ,୨୦/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ କିଛିଦିନ ହେଲା ବିବାଦ ଘେରରେ ଥିବା କିଶନନଗର ଥାନା ର ଭାରପ୍ରାପ୍ତ ଆରକ୍ଷୀ ନିରିକ୍ଷକ ରଶ୍ମିରଞ୍ଜନ ଦାଶଙ୍କୁ ଶେଷରେ ଆଜି ମଙ୍ଗଳବାର ରାତିରେ କଟକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୋବିନ୍ଦପୁର ଥାନାକୁ ଵଦଳି କରିଥିବା ଜଣାପଡିଛି। ସେହିପରି ଉକ୍ତ ଥାନାକୁ ଥାନାଧିକାରୀ ଭାବେ ଡିଏଚଆରପିସି ରେ କାର୍ଯ୍ୟରତ ସୁମନ୍ତ କିଷାନ ଙ୍କୁ ନୂତନ ଭାବେ ନିଯୁକ୍ତି ମିଳିଥିବା ନିର୍ଦେଶନାମା ରୁ ଜଣାଯାଇଛି।

Leave a Reply

Your email address will not be published. Required fields are marked *