କୁନି ଧାବକ ସାହାଦତ୍ ଖାନ୍ ଜିଲା ସ୍ତରୀୟ ଉତ୍ସବରେ ସମ୍ମାନୀତ

କେନ୍ଦ୍ରାପଡା, ୧୬/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ର୍ରାପଡାର କୁନି ଧାବକ ସାହାଦତ୍ ଖାନ ଙ୍କୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ  ଜିଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଉତରୀୟ, ଟ୍ରଫି ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । କୁନି ଧାବକ ସାହାଦତ ହେଉଛନ୍ତି ଫୁଟବଲ କୋଚ ସେକ ସୌକତ ଖାନଙ୍କ ପୁଅ ।

Leave a Reply

Your email address will not be published. Required fields are marked *