ଶ୍ରାବଣ ମାସରେ କାଉଡ଼ିଆଙ୍କ ଜଳାଭିଷେକ

କଟକ,୬/୮/୨୦୨୪ (ଓଡ଼ିଶା ସମାଚାର)- ଶ୍ରାବଣ ମାସ ଉପଲକ୍ଷେ ତୃତୀୟ ସୋମବାରରେ ୪୨ ମୌଜା ବରାଳ ଗ୍ରାମର ଶୈବ ଉପାସକ ତଥା ମାନସିକଧାରୀ ମାନେ ବିଶ୍ଵ କଲ୍ୟାଣ ବାର୍ତା ନେଇ ସଂକଳ୍ପ ସ୍ୱରୂପ ପଣ୍ଡୁସର ନଦୀରୁ ଜକ ଉଠାଇ ନୟାଗଡ଼ସ୍ଥ ଲଡୁକେଶ୍ୱର୍ ମହେଶଙ୍କ ପୀଠରେ ଜଳାଭିଷେକ କରିଥିଲେ । ଏହି ବୋଲବମ୍ ଯାତ୍ରାରେ ନରେଶ, ମୁନା, ମନୁଆ, ପପି, ବୁବୁନି, ରାକେଶ, ପ୍ରଶାନ୍ତ, ରିଣ୍ଟୁ, ସୁନିଲ, ରୋନି, ତ୍ରିଲୋଚନ, ସାହିଲ,ବୁଲୁ, ବାବୁ,ସିକୁଲ, ବିକାଶ,ଲକି, ଚିତ, ଚିନୁ, ଶୁଭମ୍, ଶ୍ରୀତମ, ବିଶ୍ଵନାଥ, ଲିପୁ, ମହେଶ, ଗୁଡୁ, ବୁଟୁ, ପୁଚ, ପିକୁନ, ବଣ୍ଟି, ଜିତୁ,ବିଦ୍ୟା,ରାଜା,କାହ୍ନୁ ପ୍ରମୁଖ ଭକ୍ତ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *