ମହିଳା ମହାବିଦ୍ୟାଳୟ ରେ ଯୋଗ ପ୍ରତିଯୋଗିତା

ଭୁବନ,୦୪/୧୨/୨୦୨୩ (ଓଡ଼ିଶା ସମାଚାର)-ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ “ନୂଆ ଓଡ଼ିଶା ” ଆନୁକୁଲ୍ୟରେ ଯୋଗ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାମାଜିକ କାର୍ଯ୍ୟକ୍ରମର ସଂଯୋଜିକା ଅନୁପମା ମିଶ୍ର ଙ୍କ ସମେତ ଅଧ୍ୟାପକ ନିରଞ୍ଜନ ନାୟକ ଓ ପ୍ରମିଳା ଦାସ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *