ପରିବେଶ ସୁରକ୍ଷା ଅଭିଯାନରେ ବରିଷ୍ଠ ସମାଜସେବୀ ଇଂ.ଆଶୋକ ବିଶ୍ବାଳ ।

କଟକ, ୧୨/୭/୨୦୨୪ (ଓଡ଼ିଶା ସମାଚାର)-୪୨ ମୌଜାର ସାମାଜିକ ବଟକୃଷ୍ଣ ମେମୋରିଆଲ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମାଜସେବୀ,ବରିଷ୍ଠ ରାଜନୀତିଜ୍ଞ ଇଂ.ଅଶୋକ କୁମାର ବିଶ୍ବାଳଙ୍କ ତତ୍ୱାବଧାନରେ ୪୨ ମୌଜାର ଆଇତଳଙ୍ଗ ନଦୀ ପଠାରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି ।  ସୁମିତ୍ରା ଦେବତା,କବିରାଜ ବେହେରା,ଶମ୍ଭୁନାଥ ବଇଠାରୁ,ଉପେନ୍ଦ୍ର ତ୍ରିପାଠୀ,ଅଲେଖ ନାଏକ,ସୁଶାନ୍ତ ତ୍ରିପାଠୀ,ଅଭିରାମ ଦଳାଇ,ଶୁଭନ୍ୟାସ ମହାନ୍ତି,ଶିବ ବିଶ୍ବାଳ,ରମେଶ ଭୋଇ,କାହ୍ନା ଭୋଳ,ସୁଧାକର ଦେବତା,ନିରାକାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *