ବିଭିନ୍ନ ମହଲରୁ ପ୍ରମିଳାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ
ଦଶରଥପୁର, ୦୫/୬/୨୦୨୪ (ଓଡ଼ିଶା ସମାଚାର)- ସାଧାରଣ ନିର୍ବାଚନର ଫଳା ଫଳ ପ୍ରକାଶ ପାଇଥିବା ବେଳେ ବିଂଝାରପୁର ନିର୍ବାଚନ ମଣ୍ଡଳୀରୁ ସପ୍ତମ ଥର ପାଇଁ ବିଯୁଜନତା ଦଳରୁ ପାର୍ଥି ହୋଇଥିବା ପ୍ରମିଳା ମଲ୍ଲିକ ବିଜୟୀ ହୋଇଛନ୍ତି । ନିଜର ବିଜୟକୁ ନେଇ ବିଧାୟିକା ପ୍ରମିଳା ମଲ୍ଲିକ ବେଶ ଖୁସି ପ୍ରକାଶ କରିଥିବା ବେଳେ ପ୍ରମିଳାଙ୍କ ବିଜୟ ପାଇଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟି ଆସିଛି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର, ଯାଜପୁର ଜିଲ୍ଲା ବିଯୁଜନତା ଦଳର ଉପସଭାପତି ପ୍ରଦୀପ କୁମାର ମହାନ୍ତି, କମାରଡ଼ିହି ପାକ୍ସ ସଭାପତି ଭାଗିରଥି ସାହୁ, ନନ୍ଦିପୁର ପାକ୍ସ ସଭାପତି ବିଷ୍ଣୁ ଚରଣ ମହାପାତ୍ର, ପାଲଟପୁର ପାକ୍ସ ସଭାପତି ଅଶ୍ୱିନୀ କୁମାର ନାୟକ, ଥାଲକୁଡ଼ି ପଞ୍ଚାୟତର ବିଜେଡି ସଭାପତି ବିଜୟ ପାତ୍ର, ବିରୁହଁl ସରପଞ୍ଚ ସୁବାସ ଦେବତା, କୟାଁ ସରପଞ୍ଚ ମନ୍ଦାକିନୀ ମଲ୍ଲିକ, କମାରଡ଼ିହି ସରପଞ୍ଚ ଚିତ୍ତରଞ୍ଜନ ନାୟକ, ଖାନନଗର ସରପଞ୍ଚ ଶୁଭଶ୍ରୀ ମଲ୍ଲିକ, ଥାଲକୁଡ଼ି ସରପଞ୍ଚ ଗୀତାଞ୍ଜଳି ସେଠି, ଦତ୍ତପୁର ସରପଞ୍ଚ ଶୁଚିସ୍ମିତା ମହାନ୍ତି, ଜାଫରପୁର ସରପଞ୍ଚ ସୁରେନ୍ଦ୍ର ବେହୁରିୟା, ବିରିପଟା ସରପଞ୍ଚ ଗାୟତ୍ରୀ ନାୟକ, ଚଷାଖଣ୍ଡ ସରପଞ୍ଚ ପ୍ରତିଭା ମଲ୍ଲିକ, ନନ୍ଦିପୁର ସରପଞ୍ଚ ସଂଯୁକ୍ତା ମହାନ୍ତି, ଅସନପୁର ସରପଞ୍ଚ କାଞ୍ଚନ ମଲ୍ଲିକ, ,ରହସୋଇ ସରପଞ୍ଚ ରିତା ଦିବେଦୀ, ବିହାରୀ ସରପଞ୍ଚ ଇନ୍ଦୁମତୀ ମଲ୍ଲିକ, ବ୍ଲକ ବିଜେଡି ସଭାପତି ଅଜୟ କୁମାର ମହାନ୍ତି, ବ୍ଲକ ଯୁବ ବିଜେଡି ସଭାପତି ସଞ୍ଜିତ ମହାନ୍ତି, ବ୍ଲକ ଛାତ୍ର ବିଜେଡି ସଭାପତି ତପନ ରାଉତ, ବ୍ଲକ ଉପାଧକ୍ଷ ଝିଲ୍ଲୀ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟା ନିନାରାଣୀ ସାମଲ, ବିଂଝାରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ପ୍ରଭାତ ଚନ୍ଦ୍ର ଦାସ, ବିଂଝାରପୁର ନିର୍ବାଚନ ମଣ୍ଡଳୀର ଛାତ୍ର ବିଜେଡି ସଭାପତି ଚିନ୍ମୟ କୁମାର ମାହୁନ୍ତ, କମାରଡ଼ିହି ସମିତିସଭ୍ୟା ସଜନୀ ଯେନା, ପାଲଟପୁର ସମିତିସଭ୍ୟ ଧୀରେନ୍ଦ୍ର ମଲ୍ଲିକ, ନନ୍ଦିପୁର ସମିତିସଭ୍ୟ ଲଷ୍ମୀଧର ସାମଲ, ଯୁବନେତା ଦୀପକ କୁମାର ବାରିକ, ଟୁନା ବିଶ୍ୱାଳ, ପ୍ରିୟବ୍ରତ ବିଶ୍ୱାଳ, ଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜୟପ୍ରକାଶ ନାୟକ ଥାଲକୁଡ଼ି ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ବାରିକ, ବିରିପଟା ପୂର୍ବତନ ସମିତିସଭ୍ୟ ମନୋଜ ଧଳ, ପାଲଟପୁର ପଞ୍ଚାୟତର ଯୁବନେତା ରାକେଶ କୁମାର ଜେନା, ଜାଫରପୁର ପଞ୍ଚାୟତର ଯୁବନେତା ଶଶାଙ୍କ ଶେଖର ନାୟକ, ନିଜାମପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣେଇଛନ୍ତି ।