ମାନଭଞ୍ଜନ ପାଇଁ ପ୍ରଚାରର ଶେଷ ଦିନରେ ଅରିଲୋ ପଞ୍ଚାୟତରେ ରୋଡ଼ ଶୋ’ କଲେ ବିଜେଡ଼ି ବିଧାୟକ ପ୍ରାର୍ଥୀ 

କଟକ ସଦର , ୨୩/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଅରିଲୋ ପଞ୍ଚାୟତରେ ଲୋକମାନଙ୍କ ରୋଶର ଶୀକାର ହୋଇଥିବା ବିଜେଡ଼ି ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥି ବେହେରା ଆଜି ଗୁରୁବାର ପ୍ରଚାର ର ଶେଷ ଦିନରେ ସଦ୍ୟ ବିଜେଡ଼ି ରେ ଯୋଗଦାନ କରି ରାଜ୍ୟ ସଂପାଦକ ହୋଇଥିବା ସତ୍ୟ ଜେନାଙ୍କ ସହିତ ରୋଡ଼ ଶୋ’ କରି ମାନଭଞ୍ଜନ କରିଥିବା ଜଣାପଡିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ଵିଜେଡି ସଭାପତି ଆଲୋକ ରଞ୍ଜନ ଖଣ୍ଡୁଆଳ, ସରପଂଚ ମମତା ମଲ୍ଲିକ, ପୂର୍ବତନ ସରପଂଚ ଅକ୍ଷୟ କୁମାର ସାହୁ, ସମିତି ସଭ୍ୟା ମମତା ବେହେରା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *