୧୨ନଂ ଜୋନରେ ବିଜେଡିର ମାରାଥନ ପ୍ରଚାର, ଯୋଡ଼ି ଶଙ୍ଖ ରେ ଭୋଟ ଦେବାକୁ ନିବେଦନ

 ନିରାକାରପୁର, ୧୩/୦୫/୨୦୨୪ (ଓଡ଼ିଶା ସମାଚାର)- ଆଜି  ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ୧୨ ନଂ ଜୋନରେ ବିଜେଡି ତରଫରୁ ମାରାଥନ ପ୍ରଚାର ଓ ସଭା ଅନୁଷ୍ଠିତ ହୋଇଯାଇଛି। ଜୋନର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଲେଣ୍ଡୋ, ସାନରାଉତପଡ଼ା, ରାମେଶ୍ବର, ଡିଆ ଓ ନିରାକାରପୁର ରେ ଆଜି ବିଜୁ ଜନତା ଦଳ ତରଫରୁ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଙ୍କୁ ଯୋଡ଼ି ଶଙ୍ଖ ରେ ବହୁ ସଂଖ୍ୟାରେ  ଭୋଟ ଦେବାକୁ ଉପସ୍ଥିତ ପ୍ରାର୍ଥୀ ଓ ବିଜେଡି ନେତା ମାନେ ଉପସ୍ଥିତ ଜନତାଙ୍କୁ ନିବେଦନ କରିଥିଲେ ।ଏହି ସବୁ ସଭାରେ  ନିର୍ବାଚିତ ପ୍ରତିନିଧି,ବିଜୁ ପ୍ରେମୀ ଓ ବହୁ ସଂଖ୍ୟାରେ ଉତ୍ସାହର ସହିତ ମହିଳା,ପୁରୁଷ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମର ରେ ବିଜୁ ଜନତା ଦଳର  ବିଧାୟକ ପ୍ରାର୍ଥୀ ତଥା ବେଗୁନିଆ ବିଧାୟକ ଓ ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଷଷ୍ଠଥର ପାଇଁ ଆଶିର୍ବାଦ କରିବା ସହ ଶଙ୍ଖଚିହ୍ନ ରେ ଦୁଇଟି ଭୋଟ ଗୋଟିଏ ସାଂସଦ ପାଇଁ ଓ ଆଉ ଗୋଟିଏ ବିଧାୟକ ପାଇଁ ଦେଇ ଜୟଯୁକ୍ତ କରିବାପାଇଁ  ନିବେଦନ କରିଛନ୍ତି। ଆଜି ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ସଭା ସ୍ଥଳକୁ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଙ୍କୁ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା। ସଭାରେ ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଙ୍କ ବ୍ୟତୀତ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ଉପାଧକ୍ଷ ଦୁର୍ଗା ନାଥ ଶର୍ମା,  ୧୨ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ପୂର୍ବତନ ଜିଲ୍ଲା ପରିଷଦ ସୁକାନ୍ତ କୁମାର ମଙ୍ଗରାଜ,   ଟାଙ୍ଗୀ ବ୍ଲକ  ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ଜେନା, ଓଡ଼ିଶା ୱାକ ବୋର୍ଡ ଅଧ୍ୟକ୍ଷ ନିଜାମୁଦ୍ଦିନ ଖାଁ, ସରପଂଚ କିଶୋର କୁମାର ରାଉତ, ସମିତି ସଭ୍ୟ କାଦିର ଖାଁ, ପୂର୍ବତନ ସରପଂଚ ହୃଷୀକେଶ ରାଉତରାୟ, ଯୁବ ନେତା ମୃତ୍ୟୁଞ୍ଜୟ ପ୍ରଧାନ, ସୁକାନ୍ତ କୁମାର ବେହେରା, ବିଜେଡି ନେତା ସତ୍ୟବାଦୀ ବଳବନ୍ତରାୟ, ସରପଂଚ ପ୍ରଶାନ୍ତ ବେହେରା, ସରପଞ୍ଚ    ବିନୋଦିନୀ ଦାଶ, ସମିତି ସଭ୍ୟ ବିକାଶ ରଞ୍ଜନ ନାୟକ, ପୂର୍ବତନ ସରପଂଚ  ତଥା ୯ ନଂ ଜିଲ୍ଲା ପରିଷଦ ସଭ୍ୟ। ଙ୍କ ପ୍ରତିନିଧି ସାଗର ବଳିଆର ସିଂହ,

  ନାରୀ ନେତ୍ରୀ ହରଷ ପ୍ରଧାନ, ବିଜେଡି ଯୁବ ନେତା ମାନସ ରଞ୍ଜନ ପଟ୍ଟନାୟକ, ଅନିଲ କୁମାର ସେନାପତି, ସନ୍ତୋଷ କୁମାର ଦଳେଇ, ଶରତ କୁମାର ସାହୁ, ରାମେଶ୍ଵର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ରଞ୍ଜିତ ଜଗଦେବ, ସମିତି ସଭ୍ୟ ରମେଶ ଚନ୍ଦ୍ର ବିଶ୍ଵାଳ, ରାଜେନ୍ଦ୍ର କୁମାର ସାହୁ ଙ୍କୁ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା। ସଭାରେ ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଙ୍କ ବ୍ୟତୀତ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ଉପାଧ୍ୟକ୍ଷ ଦୁର୍ଗା ନାଥ ଶର୍ମା, ୧୨ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ପୂର୍ବତନ ଜିଲ୍ଲା ପରିଷଦ ସୁକାନ୍ତ କୁମାର ମଙ୍ଗରାଜ,  ଟାଙ୍ଗୀ  ବ୍ଲକ ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସ୍ଵଦେଶ କୁମାର ରାଉତରାୟ,ଓଡ଼ିଶା ୱାକ ବୋର୍ଡ ଅଧ୍ୟକ୍ଷ ନିଜାମୁଦ୍ଦିନ ଖାଁ, ସରପଂଚ କିଶୋର କୁମାର ରାଉତ, ସମିତି ସଭ୍ୟ କାଦିର ଖାଁ, ପୂର୍ବତନ ସରପଂଚ ହୃଷୀକେଶ ରାଉତରାୟ, ଯୁବ ନେତା ମୃତ୍ୟୁଞ୍ଜୟ ପ୍ରଧାନ, ସୁକାନ୍ତ କୁମାର ବେହେରା, ବିଜେଡି ନେତା ସତ୍ୟବାଦୀ ବଳବନ୍ତରାୟ, ସରପଂଚ ପ୍ରଶାନ୍ତ ବେହେରା, ସରପଞ୍ଚ ବିନୋଦିନୀ ଦାଶ, ସମିତି ସଭ୍ୟ ବିକାଶ ରଞ୍ଜନ ନାୟକ, ପୂର୍ବତନ ସରପଂଚ ତଥା ୯ ନଂ ଜିଲ୍ଲା ପରିଷଦ ସଭ୍ୟ। ଙ୍କ ପ୍ରତିନିଧି ସାଗର ବଳିଆର ସିଂହ, ନାରୀ ନେତ୍ରୀ ହରଷ ପ୍ରଧାନ, ବିଜେଡି ଯୁବ ନେତା ମାନସ ରଞ୍ଜନ ପଟ୍ଟନାୟକ, ଅନିଲ କୁମାର ସେନାପତି, ସନ୍ତୋଷ କୁମାର ଦଳେଇ, ଶରତ କୁମାର ସାହୁ, ରାମେଶ୍ଵର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ରଞ୍ଜିତ ଜଗଦେବ, ସମିତି ସଭ୍ୟ ରମେଶ ଚନ୍ଦ୍ର ବିଶ୍ଵାଳ ଓ   ଦୁଃଖା ଖାଁ ପ୍ରମୁଖ ଯୋଗଦେଇ ଯୋଡ଼ି ଶଙ୍ଖ ରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଧାୟକ ପ୍ରାର୍ଥୀ  ରାଜେନ୍ଦ୍ର କୁମାର ସାହୁ ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଙ୍କୁ  ଜିତାଇ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

Leave a Reply

Your email address will not be published. Required fields are marked *