କଟକ ସଦର ବ୍ଲକ କଂଗ୍ରେସ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

କଟକ ସଦର , ୨୬/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କଂଗ୍ରେସ ସଭାପତି ତଥା କଟକ ସଦର ଡ଼ଃ ଵି ଆର୍ ଆମ୍ବେଦକର ଉନ୍ନୟନ ପରିଷଦର ସଭାପତି ରାମଚନ୍ଦ୍ର ଗୋଛ।ୟତଙ୍କ ଆଵାହକତ୍ୱରେ ଆଜି ରବିବାର ଦିନ ଵୈୟାଳିଶ ମୈ।ଜା ଵେଣ୍ଟକାର ସ୍ଥିତ ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ନିକଟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏଥିରେ ଦୂର୍ଗା ଶଙ୍କର ଦାଶ, ମଧୁସୂଦନ ସେନାପତି, ପ୍ରଭାତ ଖଟୁଆ, ନିହାର ନନ୍ଦ, ପ୍ରାଣକୃଷ୍ଣ ଭୋଇ, ସୀତାକାନ୍ତ ପଣ୍ଡା, ଦିଲ୍ଲିପ ମହାନ୍ତି, ଦିଲିପ ଵାରିକ, ଦିଲ୍ଲିପ ସାମଲ, ଋଷି କାଣ୍ଡି, ସୁବ୍ରତ ଦାସ,ଅନିଲ ଦାସ,ସବିର ମହମ୍ମଦ, ନରେନ୍ଦ୍ର ମଲ୍ଲିକ, ଉମାଶଙ୍କର କୁଅଁର, ପ୍ରଫୁଲ୍ଲ ସାହାଣୀ, ସଲିଳ ଭୋଇ, ଶୁକଦେବ ସାମଲ, ଦୀପକ ସାମଲ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇ ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ସମ୍ବିଧାନ ଦିବସର ମହତ୍ୱ ଓ ଵାଵା ସାହେବଙ୍କ ଦେଶ ପାଇଁ ଅବିସ୍ମରଣୀୟ ଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ଆମ୍ବେଦକର ଉନ୍ନୟନ ପରିଷଦର ସଂପାଦକ ପ୍ରାଣକୃଷ୍ଣ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *