ବିଜେପିର ପଦଯାତ୍ରା

ଖୋର୍ଦ୍ଧା, ୭/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଖୋର୍ଦ୍ଧା ନଗର ଗୁରୁଜଙ୍ଗ ପ୍ରଭୁ ଧବଳେଶ୍ବର ଙ୍କ ପୀଠରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡେଇତରାୟ ଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ୧୮ ନଂ ୱାର୍ଡ ର କାଉନସିଲର ଶ୍ରୀମତୀ ବିଦୁଲତା ସାହୁ,୧୭ନଂ ୱାର୍ଡ ର କାଉନସିଲର ଶ୍ରୀମତୀ ଲିନା ସ୍ବାଇଁ,୨ନଂ ୱାର୍ଡ କାଉନସିଲର ଶୁଭ ଲକ୍ଷ୍ମୀ ମହାରଣା, ୧୧ ନଂ ୱାର୍ଡ ର କାଉନସିଲର ଶ୍ରୀଷ୍ଟି ମାଝୀ ଲେଣ୍ଡୋ ର ପୂର୍ବତନ ସମିତି ସଭ୍ୟ ଶ୍ରୀଯୁକ୍ତ ନକୁଳ ହରିଚନ୍ଦନ,ଖୋର୍ଦ୍ଧା ନଗର ସାଧାରଣ ସମ୍ପାଦକ ତ୍ରିଲୋଚନ ଦାସ, ନିର୍ବାଚନ ମଣ୍ଡଳୀ ସଂଯୋଜକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ବରାଳ , ସମାଜସେବୀ ପ୍ରଭାତ ରାଉତରାୟ, ସୁଚିସ୍ମିତା ମିଶ୍ର ବଡ଼ଜେନା, ଜିତେନ୍ଦ୍ର ବେହେରା, ଅଭିମନ୍ୟୁ ଘଟୁଆଳ, ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଲୋକ ମାନଙ୍କୁ ଅବଗତ କରାଇଥିଲେ।

Leave a Reply

Your email address will not be published. Required fields are marked *