ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ

ଖୋର୍ଦ୍ଧା,୨୪/୧୧/୨୩(ଓଡ଼ିଶା ସମାଚାର/ଦୀପକ ପ୍ରଧାନ) -ପୁରୀ-ଶରଣକୂଳ ନୂଆ ଜଗନ୍ନାଥ ସଡକ ରାମେଶ୍ଵର ପୋଖରୀ ନିକଟରେ ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡିଥିବା ଦେଖିବାକୁ ମିଳିଛି। ଫଳରେ ହାଇଓ୍ବା ରେ ଥିବା ହେଲପର ସାମାନ୍ୟ ଆହତ ହୋଇଥିବା ବେଳେ ଡ୍ରାଇଭର କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଖୋର୍ଦ୍ଧା ହସପିଟାଲ ପଠାଯାଇଛି। ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଥିବା ଏସ୍ଆଇ ଦିପାଲିସା ନାୟକ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *