ଏଲ୍ଆଇସି, ଭୁବନେଶ୍ୱର ମଣ୍ଡଳର ଅଟିଷ୍ଟିକ୍ ପିଲାମାନଙ୍କ ପାଇଁ ସ୍କୁଲ ବସ୍ ଦାନ
ଭୁବନେଶ୍ୱର,୧୯/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଏଲ୍ଆଇସି ଗୋଲ୍ଡେନ୍ ଜୁବିଲି ଫାଉଣ୍ଡେସନ୍ ଚନ୍ଦକା ଇଣ୍ଡଷ୍ଟି୍ର୍ରଆଲ୍ ଇଷ୍ଟେଟ୍, ଭୁବନେଶ୍ୱରର ଫୁ୍ୟଚର୍ ଭୁବନେଶ୍ୱର ସ୍କୁଲ କ୍ୟାମ୍ପସ୍ରେ ଅଟିଜିମ୍ ଥେରାପି ସେଣ୍ଟରର…
