ଦୁଗ୍ଧ ବିପ୍ଳବର ନୂଆ ଠିକଣା ଢେଙ୍କାନାଳ: ‘ମିଲ୍କ ଭିଲେଜ୍’ କାର୍ଯ୍ୟକ୍ରମ ବଦଳାଇଲା ଶହ ଶହ ପରିବାରର ଜୀବନ
ଢେଙ୍କାନାଳ ୦୫/୦୭/୨୦୨୬ (ଓଡ଼ିଶା ସମାଚାର)-ଗ୍ରାମାଞ୍ଚଳର ଆର୍ଥିକ ସ୍ୱାବଲମ୍ବନର ନୂଆ ଦିଗ ଦେଖାଇଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନର ‘ମିଲ୍କ ଭିଲେଜ୍’ କାର୍ଯ୍ୟକ୍ରମ। “ଦୁଗ୍ଧ ଚାଷ କେବଳ ଆୟର ମାଧ୍ୟମ…
