ଯାଜପୁର ରେ ଓଡ଼ିଶା ଲିମ୍ଫାଟିକ ଫାଇଲେରିଆ ନିରାକରଣ ନିମନ୍ତେ ଏକ ଗଣମାଧ୍ୟମ କର୍ମଶାଳା ଆୟୋଜିତ।
ଯାଜପୁର,୦୮/୦୮/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାରେ ଓଡିଶାଲିମ୍ଫାଟିକ ଫାଇଲେରିଆ ନିରାକରଣ ନିମନ୍ତେ ଏକ ଗଣମାଧ୍ୟମ କର୍ମଶାଳା ଡି.ଟି.ୟୁ ସମ୍ମିଳନୀ କକ୍ଷ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁର ଠାରେ ଅନୁଷ୍ଠିତ…
