୫୨ ଲକ୍ଷ ଟଙ୍କା ହଡ଼ପ: କଟକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ କର୍ମଚାରୀ ଗିରଫ

କଟକ,୧୫/୦୫/୨୦୨୬ (ଓଡ଼ିଶା ସମାଚାର)-ଜାଲ ଶିକ୍ଷକଙ୍କ ଦରମା ବାବଦକୁ ପ୍ରାୟ ୫୨ଲକ୍ଷ ଟଙ୍କା ହଡ଼ପ ମାମଲାରେ କଟକ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ (ଡିଇଓ)ର ତତ୍କାଳୀନ ଜନୈକ କର୍ମଚାରୀ ରାଜ୍ୟ…

ଓଏସଆରଟିସି ର ସବୁ ଗାଡି ଇଭି କରାଯିବ – ପ୍ରତିଷ୍ଠା ହେବ ୧୦୦ ଚାର୍ଜିଂ ଷ୍ଟେସନ

ଭୁବନେଶ୍ୱର,୧୫/୦୫/୨୦୨୬(ଓଡ଼ିଶା ସମାଚାର)- ଓଏସଆରଟିସିର ସମସ୍ତ ଗାଡିଗୁଡିକୁ ଇଭି କରାଯିବ । ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ଆଜିଠାରୁ ଇଭି…

କେନ୍ଦ୍ରାପଡାରେ ପେଟ୍ରୋଲ ଓ ଡିଜେଲର ଅଭାବ

ସାଧାରଣ ଜୀବନ ପ୍ରଭାବିତ କେନ୍ଦ୍ରାପଡ଼ା, ୧୪/୦୫/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ ଡିଜେଲ ଓ ପେଟ୍ରୋଲର ଅଭାବ ଜନଜୀବନକୁ ବିଶେଷ ଭାବେ ପ୍ରଭାବିତ କରିଛି । ବିଭିନ୍ନ ପେଟ୍ରୋଲପମ୍ପରେ…

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଙ୍କ ସମୀକ୍ଷା

ଅପରାଧୀଙ୍କ ମଧ୍ୟରେ ଭୟ ସୃଷ୍ଟି କରି ପୋଲିସ ସାଧାରଣ ଲୋକଙ୍କ ପାଇଁ ବନ୍ଧୁ ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶ ଭୁବନେଶ୍ୱର,୧୪/୦୫/୨୦୨୬ (ଓଡ଼ିଶା ସମାଚାର)-  ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

ବିଭିନ୍ନ ବିଭାଗର ବ୍ୟୟ ଓ ରାଜସ୍ୱ ଆଦାୟ ସ୍ଥିତି ସମୀକ୍ଷା ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବାକୁ ଗୁରୁତ୍ୱ ଓଡ଼ିଶା ଭିଜନକୁ ଦୃଷ୍ଟିରେ…

ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ବିଶେଷ ଲୋକ ଅଦାଲତ

ଜଗତସିଂହପୁର,୧୪/୦୫/୨୦୨୬ (ଓଡ଼ିଶା ସମାଚାର)-ସହଭାଗୀ ନ୍ୟାୟ ଏବଂ ଲୋକଙ୍କ ନିକଟରେ ନ୍ୟାୟିକ ସେବା ପରିକଳ୍ପନାକୁ ଆଗକୁ ବଢ଼ାଇବା ପାଇଁ “ଦେଶବ୍ୟାପୀ ମଧ୍ୟସ୍ଥତାଭିତ୍ତିକ ବିଚାର ଏବଂ ବିବାଦର ସଦ୍‌ଭାବନାପୂର୍ଣ୍ଣ ସମାଧାନ…

ବାଲିଅନ୍ତା ସୈ।ମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ର ଗିରଫ

କଟକ ସଦର, ୧୪/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟର ବହୁଚର୍ଚ୍ଚିତ ବାଲିଅନ୍ତା ସୈ।ମ୍ୟରଞ୍ଜନ ସ୍ୱାଇଁ ସଂଘବଦ୍ଧ ଵର୍ଵର ହତ୍ୟା ମାମଲାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ…

ମାଟ୍ରିକ କୃତି ଛାତ୍ରଛାତ୍ରୀମାନଙ୍କୁ ‘କଟକ ସଦର ମେଧା ସମ୍ମାନ-୨୦୨୬’ ପ୍ରଦାନ 

କଟକ ସଦର, ୧୪/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ  ୪୨ ମୈ।ଜା ଯଶୋଦା ଗାର୍ଡେନ ଠାରେ ଆଜି ଗୁରୁବାର ସଂଧ୍ୟାରେ ଚଳିତବର୍ଷ ମାଟ୍ରିକ…