ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ହାଟପଦାସାହି ପରିକ୍ରମା : ମହିରାବଣ ବଧ ଓ ତରଣୀସେନ ବଧ ମଞ୍ଚସ୍ଥ

ବାଲିଗୁଡା, ୩୦/୦୫/୨୫(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଶୁକ୍ରବାର ୨୫ ଦିନରେ ପହଞ୍ଚି…

ବେଆଇନ ଜବରଦଖଲ ସ୍ଥଳକୁ ଯାଇଁ ସ୍ଥିତି ପରଖିଲେ ତହସିଲଦାର, କାର୍ଯ୍ୟାନୁଷ୍ଠାନ କୁ ଅପେକ୍ଷା 

କଟକ ସଦର, ୩୦ /୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ତହସିଲ ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡା ଗ୍ରାମର ୧୯୯୩ ନମ୍ବର ପ୍ଲଟରେ ଥିବା ସର୍ବସାଧାରଣ…

ନିଶ୍ଚିନ୍ତକୋଇଲି ବ୍ଲକ୍ ଅନାସ୍ଥା ଭୋଟ: କୋରମ୍ ଅଭାବରୁ ବାତିଲ,ପଦ ବଜାୟ ରଖିଲେ ଅଧ୍ୟକ୍ଷା ରୋଜି ସେଠୀ 

କଟକ ସଦର, ୩୦ /୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅନାସ୍ଥା ଭୋଟ କୁ ଗତ କିଛିଦିନ ହେଲା ବିଜେଡ଼ି ବିଜେପି…

ପରମହଂସ ପଞ୍ଚାୟତ ର ୧୦ ଜଣ ୱ।ର୍ଡ ସଭ୍ୟ/ସଭ୍ୟା ଙ୍କ ସମୁହ ଇସ୍ତଫା 

କଟକ ସଦର,୩୦/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତ ସରପଂଚ ତ୍ରିଲୋଚନ ପାତ୍ର (ଅଶୋକ)ଙ୍କ ମନୋମୁଖୀ କାର୍ଯ୍ୟକ୍ରମ କୁ ବିରୋଧକରି…

ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ

ଭୁବନେଶ୍ୱର, ୩୦/୦୫/୨୦୨୫ (ଓଡ଼ିଶା ସମାଚାର)- କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‌ଗଭୀର ଶୋକ ପ୍ରକାଶ କରିଛନ୍ତି । ‘ଏକ୍ସ’ରେ…

ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ବର,୩୦/୦୫/୨୦୨୫(ଓଡ଼ିଶା ସମାଚାର)- କାମାକ୍ଷାନଗର ନିର୍ବାଚନମଣ୍ଡଳିର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଗତକାଲି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୭୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ୧୯୭୭ରେ ପ୍ରଥମ…

ପୁରୀରେ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ୨୦୨୫ ଅନୁଷ୍ଠିତ

ପରିବାର-ଭିତ୍ତିକ ଯତ୍ନର ସ୍ୱରୂପକୁ ସୁଦୃଢ଼ କରିବା ହେଉଛି ମୂଳ ଲକ୍ଷ୍ୟ ଭୁବନେଶ୍ୱର,୩୦/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡିଶା ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ, ଭାରତ…

ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଉଚ୍ଚ କ୍ଷମତା ସଂପନ୍ନ କମିଟିର ବୈଠକ ଅନୁଷ୍ଠିତ

ଆରଆଇଡିଏଫ୍ ଋଣ ବିତରଣରେ ଓଡ଼ିଶା ଦେଶରେ ପ୍ରଥମ ସଂପୂର୍ଣ୍ଣ ହୋଇଥିବା ବିଭିନ୍ନ ଉଲ୍ଲେଖନୀୟ ପ୍ରକଳ୍ପ ସଂପର୍କରେ ଉପସ୍ଥାପନ ଅନ୍ୟ ସମସ୍ତ ପ୍ରକଳ୍ପ ର ସ୍ଥିତି ଅନୁଧ୍ୟାନ ସହ…

ଜଳ ସମ୍ପଦ ବିଭାଗରେ ୨୦୨୫ ବର୍ଷ ପାଇଁ ବନ୍ୟାପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୨୯/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୨୦୨୫ବର୍ଷ ପାଇଁ ବନ୍ୟାପ୍ରସ୍ତୁତି ବୈଠକ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ…

ଜୁନ ଓ ଜୁଲାଇ – ୨୦୨୫ ମାସନିମନ୍ତେ ଯାଜପୁର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସ୍ତିରିକୃତ।

ଯାଜପୁର,୨୯/୦୫/୨୦୨୫ (ଓଡ଼ିଶା ସମାଚାର)- ଚଳିତ ବର୍ଷ  ୨୦୨୫ ଜୁନ ଓ ଜୁଲାଇ ମାସରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି. ଅନ୍ଵେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ…