ନବକଳେବର ସିନେମା ର ମାର୍ଗ ଦର୍ଶକ ଗୁରୁଜୀ ଶ୍ରୀ ଚନ୍ଦ୍ରଭାନୁ ଶତପଥୀ ଙ୍କୁ ଛତିଶା ନିଯୋଗ ତରଫରୁ ଶ୍ରୀ ଜଗନ୍ନାଥ ଙ୍କ ଉଲାଗି ଅଙ୍ଗବସ୍ତ୍ର ପ୍ରଦାନ
ପୁରୀ,୨୫/୦୮/୨୦୨୫ (ଓଡ଼ିଶା ସମାଚାର)- ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ଶ୍ରୀ ଜଗନ୍ନାଥଙ୍କ ନବକଳେବର ସିନେମା ଶ୍ରୀ ସଦାଶିବ ପରିସର ରେ ସ୍ଵତନ୍ତ୍ର ଭାବେ ପ୍ରଦର୍ଶିତ ହୋଇଥିଲା…
