କରେନ୍ଦ୍ର ମାଝୀଙ୍କ ବିୟୋଗରେ ନୀରବ ପ୍ରାର୍ଥନା

ବାଲିଗୁଡା,୨୫/୦୮/୨୫(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିଚାଳନା ସମିତି ର ପୂର୍ବତନ ସଭାପତି ତଥା ବାଲିଗୁଡା ର ପୂର୍ବତନ ବିଧାୟକ ଙ୍କ ବିୟୋଗ ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସୋମବାର ସମସ୍ତ ଶ୍ରେଣୀ କକ୍ଷରେ ଏକ ମିନିଟ୍ ଲେଖାଏଁ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇ ଯାଇଛି ।  ଏଥିରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳ ପ୍ରାଶାସନିକ ଅଧିକାରୀ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ, ବିତ୍ତ ଅଧିକାରୀ ସରୋଜକୁମାର ପାଠୀ ପ୍ରମୁଖ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିବା ସହ ସ୍ମୁତି ଚାରଣ କରିଥିଲେ ।

Leave a Reply

Your email address will not be published. Required fields are marked *