ଅବନୀ ବରାଳ ଫାଉଣ୍ଡେସନ ପକ୍ଷରୁ “ଶ୍ରଦ୍ଧା ଦିବସ” ପାଳିତ

ନାଟକ “ମଞ୍ଚକନ୍ୟାର କାହାଣୀ” ମଞ୍ଚସ୍ଥ ଭୁବନେଶ୍ୱର,୦୭/୧୧/୨୦୨୫(ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଓଡ଼ିଶାରେ ଶିକ୍ଷା ଆନ୍ଦୋଳନକୁ ଆଗୁସାର କରାଇବା ସହିତ ସାହିତ୍ୟ, ସମାଜସେବା ଓ ମୂଲ୍ୟବୋଧ ରାଜନୀତି କ୍ଷେତ୍ରରେ ଅବନୀ ବରାଳଙ୍କ…

ବନ୍ଦେ ମାତରମ୍’ ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ବନ୍ଦେ ମାତରମ’ କେବଳ ଏକ ଜାତୀୟତାବାଦ ସଙ୍ଗୀତ ନୁହେଁ, ଏହା ଦେଶ ମାତୃକାର ବନ୍ଦନା ରାଜ୍ୟର ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ବନ୍ଦେ ମାତରମ ବୋଲା ଯିବ ବନ୍ଦେ ମାତରମ୍…

ଯାଜପୁରରେ ‘ବନ୍ଦେ ମାତରମ୍ @  ୧୫୦ ବର୍ଷ’ ପାଳନ: ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଗଣ-ଆବୃତ୍ତି

​ଯାଜପୁର,୦୭/୧୧/୨୦୨୫ (ଓଡ଼ିଶା ସମାଚାର)- ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ବନ୍ଦେ ମାତରମ୍ ସଙ୍ଗୀତ ରଚନାର ୧୫୦ ବର୍ଷ ପୂର୍ତ୍ତି…

ସୋ ଆମ୍ ଆଇ ଫାଉଣ୍ଡେସନ୍ ପକ୍ଷରୁ “ସମର୍ପଣ’

ଭୁବନେଶ୍ୱର,୦୭/୧୧/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ସୋ ଆମ୍ ଆଇ ଫାଉଣ୍ଡେସନ୍ ପକ୍ଷରୁ ଉତ୍କଳ ମଣ୍ଡପରେ ସେବା, ସଂସ୍କୃତି ଏବଂ ସାମୁଦାୟିକ ଭାବନା ପ୍ରତି ଉତ୍ସର୍ଗୀକୃତ ଏହାର ବାର୍ଷିକ କାର୍ଯ୍ୟକ୍ରମ “ସମର୍ପଣ’ର…

ପ୍ରକାଶ ପାଇଲା ଓସିଏସ୍ ପ୍ରିଲିମ୍ ରେଜଲ୍ଟ

ଭୁବନେଶ୍ୱର,୦୭/୧୧/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପ୍ରିଲିମିନାରୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ପରୀକ୍ଷା ହେବାର ମାତ୍ର ୨୪ ଦିନ ମଧ୍ୟରେ ଏହା…

୮୪ତମ ଇଣ୍ଡିଆନ ରୋଡ୍ସ କଂଗ୍ରେସ ଓଡ଼ିଶା ରେ

ଭୁବନେଶ୍ୱର,୦୭/୧୧/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶାରେ ଅନୁଷ୍ଠିତ ହେଉଛି ୮୪ତମ ଇଣ୍ଡିଆନ ରୋଡ କଂଗ୍ରେସ (ଆଇଆରସି) ମହାକୁମ୍ଭ । ୧୯୩୪ ମସିହାରୁ ଆଇଆରସି ଗଠନ ହୋଇଥିବା ବେଳେ ଏଯାବତ୍…

ଦୀର୍ଘ ୫୦ ବର୍ଷରୁ  ଉଦ୍ଧ୍ୱର୍ ସମୟ ଧରି ସାମ୍ବାଦିକତା ବୃତି ଜାରି ରଖିବା ପରେ ପ୍ରୋତ୍ସାହନ ମିଳିଲା

୧୯୭୩ ମସିହା ରେ ମାଟ୍ରିକ୍ ପରୀକ୍ଷା ଦେଇ ସାରିବା ପରେ ସାମ୍ବାଦିକତା ବୃତି ପ୍ରତି ଆକର୍ଷିତ ହୋଇ ପ୍ରଥମେ ରେମୁଣା ସମାଚାର ନାମକ ଏକ ସାପ୍ତାହିକ ଖବର…

ଓଡ଼ିଶାରେ ବନ୍ଦେ ମାତରମ୍‌ ର ୧୫୦ ବର୍ଷପୂର୍ତ୍ତି ପାଳନର ଶୁଭାରମ୍ଭ, ଦିଲ୍ଲୀରେ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଲୋକସେବା ଭବନରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ  ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ‘ବନ୍ଦେ ମାତରମ୍‌’ର ବର୍ଷବ୍ୟାପୀ ପାଳନରେ ଓଡ଼ିଶା ସାମିଲ ବନ୍ଦେ ମାତରମ୍ କେବଳ ଗୀତ ନୁହେଁ,…

ସୁଭଦ୍ରା ଶକ୍ତି ମେଳାରେ ଜି.ଆଇ ମାନ୍ୟତା ପ୍ରାପ୍ତ ଓ ଏକ ଜିଲ୍ଲା ଏକ ଉତ୍ପାଦର ଉଲ୍ଲେଖନୀୟ ପ୍ରଦର୍ଶନ

ଭୁବନେଶ୍ୱର,୦୬/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳା ଷଷ୍ଠ ଦିନରେ ମଧ୍ୟ ଦର୍ଶକମାନଙ୍କୁ ମୁଗ୍ଧ କରିଛି ।…