କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପାର୍ବଣ ଅନୁମତି ପାଇଁ ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥା ର ଉଦଘାଟନ

କଟକ ସଦର,୧୮/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଗାମୀ ପାର୍ବଣରେ ମଣ୍ଡପ ଗୁଡିକରେ ସାଜସଜ୍ଜା ସହିତ ଭସାଣି ଶୋଭାଯାତ୍ରା ର ଅନୁମତି ସରଳିକରଣ ପାଇଁ କଟକ ଜିଲ୍ଲା…

ଜାତୀୟ ମାନବାଧିକାର ଆୟୋଗର ବିଶେଷ ପ୍ରତିବେଦକ ଙ୍କ ଜଗତସିଂହପୁର ଜିଲ୍ଲାରେ ମାନବାଧିକାର ସ୍ଥିତି ସମ୍ପର୍କିତ ଆଲୋଚନା

ଜଗତସିଂହପୁର,୧୮/୦୯/୨୦୨୬ (ଓଡ଼ିଶା ସମାଚାର)- ଜାତୀୟ ମାନବାଧିକାର ଆୟୋଗର ବିଶେଷ ପ୍ରତିବେଦକ ଶ୍ରୀ ସନ୍ତୋଷ କୁମାର ଶତପଥୀ ୩ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ…

ଅବକାରୀ ବିଭାଗକୁ ବଡ ସଫଳତା-  ୩୯ ଗ୍ରାମର ହେରୋଇନ,ମଟରସାଇକେଲ, ୨୫ ଲିଟର ବିଦେଶୀମଦ ଓ ୨୦ ଲିଟର ଦେଶୀମଦ ସହ ୨ ଅଭିଯୁକ୍ତ ଗିରଫ

ଜଗତସିଂହପୁର,୧୮/୦୯/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର ଥାନା ଅନ୍ତର୍ଗତ ସୋମନାଥ ହାଟ ବଜାର ରୁ ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା। ଯାଞ୍ଚ…

କଟକ ମହାନଗର ନିଗମ ପକ୍ଷରୁ ପୂର୍ବତନ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ

କଟକ ସଦର, ୧୮/୦୯/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ପୂଜ୍ୟପୂଜା କୁ ସମ୍ମାନ ଜଣାଇବାକୁ ଯାଇ କେଏମସି (କଟକ ମହାନଗର ନିଗମ) ପକ୍ଷରୁ କଟକରେ ଜଣଙ୍କ ପରେ ଜଣେ…

କିଶନନଗର ପୋଲିସ ଆକ୍ସନ ମୁଡରେ,ଡିଜେ ଗାଡ଼ି ଜବତ 

କଟକ ସଦର,୧୮/୦୯/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଭସାଣିରେ ଡିଜେକୁ ସମ୍ପୁର୍ଣ୍ଣ ବାରଣ କରା ଯାଇଥିଲାଵେଳେ ଏହାକୁ ଅମାନ୍ୟ କରିଥିବାରୁ କିଶନନଗର ପୋଲିସ ଆକ୍ସନ ମୁଡକୁ ଆସିଛି। ଆଗାମୀ…

ଟଙ୍କା ଭର୍ତି ଆଟାଚି ଜବତ: ଜଣେ ଗିରଫ

ଜଟଣୀ,୧୮/୦୯/୨୦୨୬ (ଓଡ଼ିଶା ସମାଚାର)-ଖୋରଧା ରୋଡ଼ ରେଳ ଷ୍ଟେସନ ସମ୍ମୁଖରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କଠାରୁ ଟଙ୍କା ଭର୍ତିର୍ି ଆଟାଚି ଜବତ କରାଯାଇଥିବା ଖୋରଧା ରୋଡ଼ ଜିଆରପି ସୂଚନା ଦେଇଛି…

ଲୋକସେବା ଭବନ ପରିସର ହେଲା ତମାଖୁମୁକ୍ତ ଅଂଚଳ

ଭୁବନେଶ୍ୱର,୧୮/୦୯/୨୦୨୬ (ଓଡ଼ିଶା ସମାଚାର)- ଲୋକସେବା ଭବନ ପରିସରକୁ ‘ତମାଖୁମୁକ୍ତ ଅଂଚଳ’ ଭାବେ ଘୋଷଣା କରାଯାଇଛି । ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ମହାନଦୀ ଜଳ ବିବାଦ: ୨୮ରେ ପରବର୍ତୀ ଶୁଣାଣି

ନୂଆଦିଲ୍ଲୀ/ ଭୁବନେଶ୍ୱର,୧୮/୦୯/୨୦୨୬ (ଓଡ଼ିଶା ସମାଚାର)- ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ପୁଣି ଘୁଞ୍ଚିଛି । ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ଟ୍ରିବ୍ୟୁନାଲରେ ମାମଲାର ପରବର୍ତ୍ତୀ ଶୁଣାଣି…

ଗଣେଶ ପୂଜାରେ ମା’ ନବମଲ୍ଲିକା ଯୁବକ ସଂଘର ଅଭିନବ ପ୍ରୟାସ

କଟକ,୧୭/୦୯/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) କଟକ ସଦର ଥାନା ଅନ୍ତର୍ଗତ ଅରଡିଆପଦା ରାଜସ୍ୱ ଗ୍ରାମର ଢିଅସାହିରେ ପବିତ୍ର ଗଣେଶ ପୂଜା ଅବସରରେ ମା’…