ଏପସିଲନ କାର୍ବନ କମ୍ପାନୀ କୁ ଡି ଡି ଏଫ ଓ, ତହସିଲଦାର ଙ୍କ ଅନୁକମ୍ପା କୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲେ ଶ୍ରିପୁରା ଗ୍ରାମବାସୀ
ଜଙ୍ଗଲ ଜମି ରେ ବୃକ୍ଷ ରୋପଣ ପାଇଁ ଗ୍ରାମସଭା ରେ ନିଷ୍ପତ୍ତି, ଜିଲ୍ଲାପାଳ ଙ୍କୁ ଦାବିପତ୍ର ଝାରସୁଗୁଡ଼ା, ୨୦/୦୧/୨୦୨୬ (ଓଡ଼ିଶା ସମାଚାର)- ଝାରସୁଗୁଡ଼ା ସଦର ବ୍ଲକ ଶ୍ରିପୁରା…
