ଭୁବନ ଏନ୍ ଏ ସି ରେ ୧୩୫ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଭୁବନ,୨୩/୦୨/୨୦୨୪ (ଓଡ଼ିଶା ସମାଚାର)-ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ୧୩୫ ଜଣ ନୂତନ ହିତାଧିକାରୀ ( ବାର୍ଦ୍ଧକ୍ୟ,ବିଧବା,ଭିନ୍ନକ୍ଷମ) ଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭତ୍ତା ବଣ୍ଟନ କରିଥିଲେ । ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ଙ୍କ ସମେତ ଉପ ନଗରପାଳ ମାନିନୀ ସାହୁ ,କାଉନସିଲର ନରେନ୍ଦ୍ର ବେହେରା, ପପୁ କୁମାର ସାହୁ,ସୁଶାନ୍ତ ନାୟକ , ମନ ମୋହନ ସାହୁ ଉପସ୍ଥିତ ଥିଲେ। ଏନ୍ ଏ ସି କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *