କେନ୍ଦ୍ରାପଡ଼ା, ୨୨/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌର ପରିଷଦର ପୂର୍ବତନ ନଗରପାଳ ଧିରେନ କୁମାର ସାହୁଙ୍କୁ ବିଜେଡି ଜିଲା ସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବାରୁ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭି. କାର୍ତିକେୟନ ପାଣ୍ଡିଆନ, ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବିଧାୟକ ଶଶିଭୂଷଣ ବେହେରା, ବିଧାୟିକା ସାବିତ୍ରୀ ଅଗ୍ରୱାଲ, ବିଧାୟକ ଧ୍ରୁବ ଚରଣ ସାହୁ, ଜିଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରତାପ କୁମାର ଜେନା ପ୍ରମୁଖଙ୍କୁ ଶ୍ରୀ ସାହୁ କୃତଜ୍ଞତା ଅର୍ପଣ କରିଛନ୍ତି । ଶ୍ରୀ ସାହୁଙ୍କୁ କେନ୍ଦ୍ରାପଡା ଜିଲା ବିଜେଡି ସଭାପତି ଦାୟୀତ୍ୱ ମିଳିବା ପରେ ଦଳୀୟ ମହଲରେ ଖୁସିର ଲହରୀ ଖେଳି ଯାଇଛି । ଏହି ଦାୟୀତ୍ୱ ଶ୍ରୀ ସାହୁଙ୍କୁ ମିଳିଥିବାରୁ ଜିଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ପୌରାଧ୍ୟକ୍ଷା ସରିତା ସାହୁ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ପୂର୍ବତନ ଜିଲାପରିଷଦ ସଭାପତି ମାନସ ପରିଡା, ଯୁବ ବିଜେଡି ସଭାପତି ରାଜେଶ ଦାସ, ମମତାରାଣୀ ଧଳ, ଛାତ୍ର ବିଜେଡି ସଭାପତି ପ୍ରଦୀପ ସାହୁ, ରାଜ୍ୟ ସାଂଗଠନିକ ସମ୍ପାଦକ ରଞ୍ଜିତ ସାହୁ, ଶ୍ରୀକାନ୍ତ ପଣ୍ଡା, ଜୀବନବିନ୍ଦୁ ମୋ ପରିବାର ସଂଯୋଜକ ହିରଣ୍ୟ ପଣ୍ଡା, କାଉନସିଲର ପୁଷ୍ପାଞ୍ଜଳି ବସ୍ତିଆ, ରଶ୍ମିତା ସିଂହ, କାଳି ପ୍ରସାଦ ମିଶ୍ର, ଉମେଶ ଚନ୍ଦ୍ର ନାୟକ, ପ୍ରଶାନ୍ତ କୁମାର ସିଂହ, ରବିନାରାୟଣ ପଣ୍ଡା, ଯଯାତି କେଶରୀ ମହାନ୍ତି, ରଞ୍ଜନ କୁମାର ପୃଷ୍ଟି, ସୁରେଶ ମର୍ଦ୍ଧରାଜ, ବିଜୟ ପତି, ବିଜୟ ମଣ୍ଡଳ, ଦେବାଶିଷ କୁବେର, ମହମ୍ମଦ ସେକ ଇନାୟତ୍(ଚନ୍ଦନ), ରଞ୍ଜନ କର, ରେବତୀରମଣ ଦାସ, ସୁରେନ୍ଦ୍ର ବେହେରା, ଅସିତବନ୍ଧୁ ଧଳ, ମହେନ୍ଦ୍ର ମିଶ, ନିରଞ୍ଜନ ସୁଆର, ଦୁର୍ଗା ପ୍ରସାଦ ପତି, ସେକ ରହେମତ, ମାନସରଞ୍ଜନ ଦାସ, ସାହେବ ସାହିଲ ରାଉତ, ପ୍ରଦୀପ୍ତ ମହାନ୍ତି, ଜିଲା ପରିଷଦ ସଭ୍ୟ ମଧୁଛନ୍ଦା ମହାନ୍ତି, ପ୍ରିୟଦର୍ଶିନୀ ତରାଇ, ଲିଲିତା ଦାସ, ନିର୍ମଳା ମହାନ୍ତି, ରଶ୍ମିରଞ୍ଜନ ରାଉତ, ବ୍ଲକ ସଭାପତି ଆଲୋକ ସାହୁ, ସବିତା ସାହୁ, ସେକ ମୋଇନି, ଅଭିମନୁ୍ୟ ନାୟକ ପ୍ରମୁଖ ଜିଲାର ସମସ୍ତ ମନ୍ତ୍ରୀ ଓ ବିଧାୟକମାନଙ୍କୁ କୃତଜ୍ଞତା ପ୍ରଦାନ କରିବା ସହ ସଭାପତି ଶ୍ରୀ ସାହୁଙ୍କୁ ଶୁଭେଛା ଜଣାଇଛନ୍ତି । ଆଇନଜୀବୀ ଧ୍ରୁବ ଚରଣ ଜେନା, ପ୍ରଭାତ ଅଧିକାରୀ, ରବିନାରାୟଣ ମହାନ୍ତି, ଗୋକୁଳିରଞ୍ଜନ ଦାସ, ନିତ୍ୟାନନ୍ଦ ସ୍ୱାଇଁ, ଚନ୍ଦ୍ରଭାନୁ ବରାଳ, ସଞ୍ଜୟ କୁମାର ଜେନା, ଦେବ ପ୍ରସାଦ ସାମନ୍ତରାୟ, ଶାନ୍ତିସ୍ୱରୂପ ଭୂୟାଁ, ହାଡିବନ୍ଧୁ ସିଂ, ଦିନେଶରାଜ ସିଂହ, ରାଜୀବ ପାତ୍ର, ରଞ୍ଜନ ସାମଲ, ଗୁଣନିଧି ନାୟକ ପ୍ରମୁଖ ଆଇନଜୀବୀ ବନ୍ଧୁମାନେ ଶ୍ରୀ ସାହୁଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ।
Related Posts
ଓଡ଼ିଶା କୃଷି ଓ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଓଡ଼ଗାଁ ରଘୁନାଥ ଜୀଉ ଦର୍ଶନ
ଓଡ଼ଗାଁ,୨୭ /୦୪/୨୦୨୫ (ଓଡ଼ିଶା ସମାଚାର)- ରବିବାର ଦିନ ଓଡ଼ିଶା କୃଷି ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଓଡ଼ଗାଁସ୍ଥିତ ରଘୁନାଥ ଜୀଉଙ୍କ ଦର୍ଶନ କରି ଫେରିଛନ୍ତି। ସେ ପ୍ରଥମେ…
ରସୁଲପୁର ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ଯାଜପୁର,୧୬/୦୨/୨୦୨୬ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ରସୁଲପୁର ବ୍ଳକ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।…
ଲକ୍ଷ୍ମୀପୁର ରୁ ପୁଣି ଚୋରି, ଘର ପିଣ୍ଡାରୁ ଟେକିନେଲେ ଦୁଇଟି ମଟର ସାଇକଲ, ଗୋଟିଏ ଛାଡିଲେ ଗୋଟିଏ ଜଙ୍ଗଲ ରେ ଫିଙ୍ଗି ଚାଲି ଗଲେ
ଲକ୍ଷ୍ମୀପୁର ୧୬/୦୫/୨୦୨୬ (ଓଡିଶା ସମାଚାର/ପ୍ରମୋଦ ଜେନା )-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ରେ ପୁଣି ମାତିଲେ ଚୋର।ଏହା ପୂର୍ବରୁ ତାଲା ପଡ଼ିଥିବା ଘରକୁ ଟାର୍ଗେଟ କରି ସର୍ବସ୍ୱ…
