୮ ଜଣ ମନ୍ତ୍ରୀ ଙ୍କୁ ସାଇକ୍ଲୋନ୍ ଆର୍ନାବ ପ୍ରସ୍ତୁତି ଏବଂ ପୁନରୁଦ୍ଧାର କାର୍ୟ୍ୟ ପାଇଁ ଦାୟିତ୍ୱ

କଟକ,୨୬/୧୦/୨୦୨୬(ଓଡ଼ିଶା ସମାଚାର)- ସାଇକ୍ଲୋନ୍ ଆର୍ନାବ ପ୍ରସ୍ତୁତି ଏବଂ ପୁନରୁଦ୍ଧାର କାର୍ୟ୍ୟ ପାଇଁ ମାନ୍ୟବର ଊଉଗ / ମନ୍ତ୍ରୀ ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ଜିଲ୍ଲାଗୁଡିକର ତାଲିକା ଦିଆଯାଇଛି । ପୂର୍ବରୁ ୫ ଜଣ ଆଇଏଏସ ଅଧିକାରୀଙ୍କୁ ସେଠାକୁ ପଠାଯାଇଛି ।
୧। ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ-କୋରାପୁଟ
୨। ଶ୍ରୀମତି ପ୍ରଭାତୀ ପରିଡ଼ା- ରାୟଗଡ଼ା ଜିଲା
୩। ଶ୍ରୀ ରବି ନାୟକ-କାନ୍ଧମାଳ
୪। ଶ୍ରୀ ବିଭୁତି ଜେନା-ଗଞ୍ଜାମ
୫। ଶ୍ରୀକୃଷ୍ଣ ଚନ୍ଦ୍ର ପାଟ୍ରା- ନବରଙ୍ଗପୁର
୬। ଶ୍ରୀ ନିତ୍ୟାନନ୍ଦ ଗଣ୍ଡା-ମାଲକାନଗିରି
୭। ଶ୍ରୀ ମୁକେଶ ମହାଲିଙ୍ଗ-କାଲାହାଣ୍ଡି
୮। ଶ୍ରୀ ସୂର୍ୟ୍ୟବାନସୀ ସୁରଜ- ଗଜପତି

ସେମାନେ ୨୭ ରୁ ୨୯ ତାରିଖ ପର୍ୟ୍ୟନ୍ତ ନିର୍ଦ୍ଦିଷ୍ଟ ଜିଲ୍ଲାମାନଙ୍କରେ ରହିବେ ।

Leave a Reply

Your email address will not be published. Required fields are marked *