ବିଜେପି ର ନୂତନ ଦାୟିତ୍ୱ

ଭୁବନେଶ୍ୱର,୧୯/୦୯/୨୦୨୬ (ଓଡ଼ିଶା ସମାଚାର)- ଭାରତୀୟ ଜନତା ଦଳ (ବିଜେପି) ର ସାମାଜିକ ଗଣମାଧ୍ୟମ ଏବଂ ଆଇଟି ବିଭାଗକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ଶ୍ରୀ ଜ୍ୟୋତିରଂଜନ ନାୟକ ଏବଂ ରାଜ୍ୟ ଆଇଟି ସଂଯୋଜକ ଭାବେ ଶ୍ରୀ ଗୋପୀନାଥ ସାହୁଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଥିବା ବିଜେପି ମିଡ଼ିଆ ୋସଲ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *