ସାଲେପୁର ର ପୂର୍ବତନ ଏସ ଡି ପି ଓ ବିମଳ କୁମାର ବାରିକ ଙ୍କ ପରଲୋକ

ସାଲେପୁର, ୦ ୮/୦୮/୨୦୨୬ ( ଓଡିଶା ସମାଚାର/ ଅଭୟ ଜେନା )ସାଲେପୁର ର ପୂର୍ବତନ ଏସଡିପିଓ ବିମଳ କୁମାର ବାରିକ ଙ୍କ ର ପରଲୋକ ଘଟିଛି । ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ । ସେ ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବରେ ଅଞ୍ଚଳରେ ବେଶ୍ ସୁନାମଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲ ରେ ଶୋକ ପ୍ରକାଶ ପାଇଛି  ।

Leave a Reply

Your email address will not be published. Required fields are marked *