ସାଇ କା ଅଙ୍ଗନ, ଗୁରୁଗ୍ରାମ ଠାରେ  ଶ୍ରୀ ଜଗନ୍ନାଥ ମନ୍ଦିର ଉଦଘାଟନ ମହୋତ୍ସବ ୨୩ ରେ

ଭୁବନେଶ୍ୱର,୨୧/୦୭/୨୦୨୬ (ଓଡ଼ିଶା ସମାଚାର)-  ପୂଜ୍ୟ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଜୀଙ୍କ ଦ୍ୱାରା ୨୩ ଜୁଲାଇ ୨୦୨୬ ତାରିଖରେ  ସାଇ କା ଅଙ୍ଗନ, ଗୁରୁଗ୍ରାମ ଠାରେ  ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କ ପବିତ୍ର ପ୍ରାଣପ୍ରତିଷ୍ଠା ମହା ଉତ୍ସବ ଅନୁଷ୍ଠିତ ହେବାର କାର୍ୟ୍ୟକ୍ରମ ସ୍ଥିର କରାଯାଇ ଆୟୋଜନ କରାଯାଇଛି ।

 

Leave a Reply

Your email address will not be published. Required fields are marked *