କଟକ ସଦର ୨୮/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ୧୫ ସେପ୍ଟେମ୍ବର ୨୦୨୩ ମସିହାରେ ହୋଇଥିବା ଅଭିଯୋଗ ଅନୁଯାୟୀ କଟକ ଦୈ।ରାଜ୍
ଙ୍କ ଅଦାଲତର ନିର୍ଦେଶନାମା ବଳରେ କମିଶନରେଟ କନ୍ଦରପୁର ଥାନା ପୋଲିସ ପରମହଂସ ଗ୍ରାମର ଜନୈକ ମସ୍ତିଷ୍କ ବିକୃତି ଥିବା ଅଭିଯୁକ୍ତ ପ୍ରକାଶ ଯୁଧିଷ୍ଠିର ଦାଶ (୩୨) ଙ୍କୁ ତିନି ବର୍ଷ ପରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏଥିପାଇଁ ଅଭିଯୋଗ କାରୀଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଉଛି।
ପୁରୁଣା ୱ।ରେଣ୍ଟ ବଳରେ ଜନୈକ ମସ୍ତିଷ୍କ ବିକୃତ ଯୁବକ ଙ୍କୁ ପୋଲିସ୍ କୋର୍ଟ ଚାଲାଣ କଲା
