କଟକ ସଦର ୨୮/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସିଏମସି ୫୯ ନମ୍ବର ୱାର୍ଡର ପ୍ରତାପନଗରୀ ଗାନ୍ଧୀ ସ୍ମୃତି ପୀଠ ଠାରେ ଆଜି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଶବାଣୀ ରେ ପ୍ରଚାରିତ ୧୩୫ ତମ ସଂସ୍କରଣ ର ମନ କି ବାତ୍ କାର୍ଯ୍ୟକ୍ରମ ଶୁଣିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଓ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ର ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଏହି ମନ କି ବାତ୍ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଟି ଭି ମାଧ୍ୟମରେ ଦେଖିଥିଲେ।
କଟକ ସଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୩୫ ତମ ସଂସ୍କରଣ ର ମନକି ବାତ୍ ଶୁଣିଲେ ମନ୍ତ୍ରୀ ଓ ବିଧାୟକ
