ଧନୁର୍ଜୟ ବିଶ୍ବାଳଙ୍କ ଶ୍ରାଦ୍ଧ ଉତ୍ସବରେ ବସ୍ତ୍ର ବଣ୍ଟନ

କଟକ,୧୦/୦୬/୨୦୨୬ (ଓଡ଼ିଶା ସମାଚାର/ ଦେବାଶିଷ ରଥ)-ମହାନଦୀବିହାରସ୍ଥିତ ବିଶ୍ବାଳ ପ୍ୟାଲେସ୍ ଠାରେ ଧନୁର୍ଜୟ ବିଶ୍ବାଳଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । ଏହି ଅବସରରେ ତାଙ୍କ ପୁଅ ଭଗବାନ ବିଶ୍ବାଳ ଗରିବ ଅସହାୟ ଲୋକଙ୍କୁ ଶାଢ଼ୀ,ଲୁଙ୍ଗି, ଗାମୁଛା ଓ ଖାଦ୍ୟ ଆଦି ବଣ୍ଟନ କରିଥିଲେ। ଶିଖରପୁର ର ବିଶିଷ୍ଟ ଵେବସାୟୀ ଶରତ ପ୍ରଧାନ, ରବି ଶତପଥୀ, ନେତା ନୟନ କିଶୋର ମହାନ୍ତି, ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ,ଚିରଞ୍ଜିବୀ ଖଣ୍ଡାୟତରାୟ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *