ଟାଙ୍ଗୀ ବ୍ଲକ ଘଟଣା: ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଏସପି ଙ୍କୁ ଭେଟିଲେ ବିଜେଡ଼ି ନେତା 

କଟକ ସଦର , ୧୯/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ଟାଙ୍ଗୀ ବ୍ଲକରେ ଗୁଣ୍ଡାଗର୍ଦ୍ଦୀ କରିଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବିରେ ଆଜି ମଙ୍ଗଳବାର ଦିନ ଟାଙ୍ଗୀ-ସାଲେପୁର  ବିଜେଡ଼ି ନେତୃମଣ୍ଡଳୀ ଜିଲ୍ଲା ପୋଲିସ ଅଧିକ୍ଷକ ଭିନିତ୍ ଅଗ୍ରୱାଲଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି। ଟାଙ୍ଗୀ ପୋଲିସ ଅଭିଯୁକ୍ତ ମାନଙ୍କ ନାଁ ରେ କେବଳ ସଙ୍ଗୀନ ଦଫାରେ ମାମଲା ରୁଜୁ କରି ହାତ ବାନ୍ଧି ବସିରହି ଥିବାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି। ଏସପି ଙ୍କୁ ଭେଟିବା ପରେ ଅଭିଯୁକ୍ତ ମାନଙ୍କ ପାଇଁ ଅଡ଼ୁଆ ବଢ଼ିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *