ଭୁବନେଶ୍ୱର,୦୧/୦୪/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ତାଲିକା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ତାଲିକା ନିମ୍ନମତେ ପ୍ରକାଶ ପାଇଛି ।
୦୧ । ଶ୍ରୀ ଅଶୋକ ମହାନ୍ତି – ଅନୁଗୁୁଳ ଜିଲ୍ଲା । ୦୨ । ଶ୍ରୀ ଲକ୍ଷ୍ମଣ ବ୍ୟାଗ୍ – ବଲାଙ୍ଗୀର ଜିଲ୍ଲା ୦୩ । ଶ୍ରୀ ପଦ୍ମଲୋଚନ ପଣ୍ଡା ବାଲେଶ୍ୱର ଜିଲ୍ଲା । ୦୪ । ଶ୍ରୀ ଅଶ୍ୱିନୀ କୁମାର ସାଡ଼ଙ୍ଗୀ – ବରଗଡ ଜିଲ୍ଲା । ୦୫ । ଶ୍ରୀ ସୀତାଂସୁ ସେଖର ମହାପାତ୍ର – ଭଦ୍ରକ ଜିଲ୍ଲା ,୦୬ । ଶ୍ରୀ କନ୍ହାଇ ଚରଣ ଡାଙ୍ଗ – ବୌଦ୍ଧ ଜିଲ୍ଲା ୦୭ । ଶ୍ରୀ ଛବି ମଲ୍ଲିକ – କଟକ ଜିଲ୍ଲା । ୦୮ । ଶ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା – ଦେବଗଡ଼ ଜିଲ୍ଲା ।୦୯ । ଶ୍ରୀମତୀ ସିମାରାଣି ନାୟକ – ଢ଼େଙ୍କାନାଳ ଜିଲ୍ଲା । ୧୦ । ଶ୍ରୀ ପୃଥୀରାଜ ହରିଚନ୍ଦନ, ମନ୍ତ୍ରୀ, ଅବକାରୀ ଓ ଆଇନ -ଗଜପତି ଜିଲ୍ଲା ୧୧ । ଶ୍ରୀ ପୂର୍ଣ୍ଣା ଚନ୍ଦ୍ର ସେଠୀ – ଗଞ୍ଜାମ ଜିଲ୍ଲା ,୧୨ । ଶ୍ରୀ ଅମରେନ୍ଦ୍ର ଦାସ – ଜଗତସିଂହପୁର ଜିଲ୍ଲା । ୧୩ । ଶ୍ରୀ ଆକାଶ ଦାଶନାୟକ – ଯାଜପୁର ଜିଲ୍ଲା.୧୪ । ଶ୍ରୀ ଟଙ୍କଧର ତ୍ରିପାଠୀ – ଝାରସୁଗୁଡ଼ା ଜିଲ୍ଲା । ୧୫ । ଶ୍ରୀ ସୁଧୀର ରଂଜନ ପାଟ୍ଟଯୋଶୀ – କଳାହାଣ୍ଡି ଜିଲ୍ଲା ,୧୬ । ଶ୍ରୀ ଉମା ଚରଣ ମଲ୍ଲିକ – କନ୍ଧମାଳ ଜିଲ୍ଲା । ୧୭ । ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ – କେନ୍ଦ୍ରାପଡା ଜିଲ୍ଲା । ୧୮ ।ଡକ୍ଟର ଫକିର ମୋହନ ନାୟକ – କେଉଁଝର ଜିଲ୍ଲା, ୧୯ । ଶ୍ରୀ ପ୍ରସନ୍ନ କୁମାର ଜଗଦେବ – ଖୋର୍ଧା ଜିଲ୍ଲା । ୨୦ । ଶ୍ରୀ ରଘୁରାମ ମାଛ – କୋରାପୁଟ ଜିଲ୍ଲା , ୨୧ । ଶ୍ରୀ ନରସିଙ୍ଗ ମାଡକାମି – ମାଲକାନଗିରି ଜିଲ୍ଲା , ୨୨ । ଶ୍ରୀ ଭାସ୍କର ମାଧେଇ – ମୟୂରଭଞ୍ଜ ଜିଲ୍ଲା,୨୩ । ଶ୍ରୀ ଗୌରୀ ଶଙ୍କର ମାଝୀ – ନବରଙ୍ଗପୁର ଜିଲ୍ଲା, ୨୪ । ଶ୍ରୀ ଦୁସ୍ମନ୍ତ କୁମାର ସ୍ୱାଇଁ – ନୟାଗଡ଼ ଜିଲ୍ଲା ୨୫ । ଶ୍ରୀ ଜୟ ଢ଼ୋଲକିଆ – ନୁଆପଡା ଜିଲ୍ଲା । ୨୬ । । ଶ୍ରୀ ଓମ୍ ପ୍ରକାଶ ମିଶ୍ର – ପୁରୀ ଜିଲ୍ଲା ୨୭ । ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ, ଏସଟି, ଏସସି ସ୍କୁଲ ଏବଂ ଗଣ ଶିକ୍ଷା – ରାୟାଗଡା ଜିଲ୍ଲା । ୨୮ । ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା – ସମ୍ବଲପୁର ଜିଲ୍ଲା ୨୯ । । ଶ୍ରୀ ରଘୁନାଥ ଜଗଦଳ – ସୁବର୍ଣ୍ଣପୁର ୩୦ । ଶ୍ରୀ ଦୁର୍ଗା ଚରଣ ତନ୍ତୀ -ସୁନ୍ଦରଗଡ ଜିଲ୍ଲା ।
