ସାଇ ମନ୍ଦିର ରେ ବିଶୁଦ୍ଧ ପାନୀୟ ଜଳ ଉଦଘାଟିତ

ପାଟକୁରା ୧୧/୧୨/୨୦୨୫ (ଓଡ଼ିଶା ସମାଚାର)- ପାଟକୁରା ନିର୍ବାଚନମଣ୍ଡଳୀ ର ଗରଦପୁର ବ୍ଲକ୍ ଅଧିନ ତେଣ୍ଡାକୁଡା ପଞ୍ଚାୟତ ଅନ୍ତର୍ଗତ ବସନ୍ତପୁର ଗ୍ରାମ ରେ ଥିବା ଶ୍ରୀ ଶ୍ରୀ ଶିରଡି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ଦ୍ୱାରା ପରିଚାଳିତ ଶିରିଡ଼ି ସାଇ ମନ୍ଦିରରେ ଥିବା ଦ୍ବାରିକା ମାଈ ଠାରେ ଏକ ବିଶୁଦ୍ଧ ଜଳଯୋଗାଣ ପାଇଁ ଆକ୍ଵାଗାର୍ଡ ସ୍ଥାନୀୟ ସରପଞ୍ଚ ମାନସ କୁମାର ରାଉତ ଉଦଘାଟନ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ଟ୍ରଷ୍ଟି ଡ. ରୁଦ୍ର ମହାନ୍ତି , ସଂପାଦକ ଶ୍ରୀ ସୁନିଲ ମହାନ୍ତି, ପୂର୍ବତନ ସରପଞ୍ଚ ରବୀନ୍ଦ୍ର ନାଥ ମହାପାତ୍ର , ଚଣ୍ଡୀ ମହାନ୍ତି, ରଂଜିତ ମହାନ୍ତି ଓ ନଳିନି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *