ପରମହଂସ ରେ ଲକ୍ଷ୍ମୀ ମଣ୍ଡପ ପରିଦର୍ଶନ କରି ଆଶିର୍ଵାଦ ଭିକ୍ଷା କଲେ ସମାଜସେବୀ ମନୋଜ ନାୟକ

କଟକ ସଦର , ୦୮/୧୨/୨୦୨୫(ଓଡିଶା ସମାଚାର/ ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ଠାରେ ପ୍ରତିବର୍ଷ ପରି ପୂଜା ପାଉଥିବା ମହାଲକ୍ଷ୍ମୀ ମଣ୍ଡପ ପରିଦର୍ଶନ କରି ଆଶିର୍ଵାଦ ଭିକ୍ଷା କରିବା ସହିତ କଟକ ସଦରଵାସୀଙ୍କର ଶୁଭ କାମନା କରିଛନ୍ତି ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ। ଏଥିରେ ତାଙ୍କ ସହିତ ବହୁ ସଦସ୍ୟ ଯୋଗ ଦେଇଥିବା ବେଳେ ପୂଜା ମଣ୍ଡପରେ ପ୍ରଫେସର ନାୟକ ଙ୍କୁ ଉଛ୍ୱସିତ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *