କଟକ ସଦରରେ ରାଜ୍ୟ ଵିଜେପି ମୁଖପାତ୍ର ଦିଲିପ ମଲ୍ଲିକଙ୍କ ମା ପାଇଁ ଗଛଟିଏ ଅଭିଯାନ

କଟକ ସଦର,୨୪/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) ବିଜେପି ପକ୍ଷରୁ ସେବା ପକ୍ଷ-୨୦୨୫ ପାଳନ ଅବସରରେ ରାଜ୍ୟ ଵିଜେପି ମୁଖପାତ୍ର ତଥା କଟକ ସଦର ର ବରିଷ୍ଠ ବିଜେପି ନେତା ଦିଲିପ ମଲ୍ଲିକ ଆଜି କଟକ ସଦର ଅନ୍ତର୍ଗତ ଈଶାଣିଵ୍ରହ୍ମପୁର ପଞ୍ଚାୟତ ସାଧୁସାହି ଠାରେ ବିଭିନ୍ନ ଫଳ ଚାରା ରୋପଣ କରି ମା ପାଇଁ ଗଛଟିଏ ଅଭିଯାନ ରେ ସାମିଲ ହୋଇଥିବା ଜଣାପଡିଛି। ଏଥିରେ ବିଭିନ୍ନ ପଞ୍ଚାୟତର ବିଜେପି ତଥା ଦିଲ୍ଲିପ ସମର୍ଥକଙ୍କ ସମେତ ନିର୍ମଳ ଦାସ, ଗୋକୁଳ ପ୍ରଧାନ,କିରଣ ସାହୁ ପ୍ରମୁଖ ବହୁ କର୍ମୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *