ସୋମପୁର ପଞ୍ଚାୟତ ରେ ଚାରିଟି ପ୍ରକଳ୍ପର ଶିଳାନ୍ୟାସ ଓ ଚାରୋଟି ଉଦଘାଟନ

କଟକ ସଦର,୧୬/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ରେ ଆଜି ମଙ୍ଗଳବାର ଅପରାହ୍ନରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଚାରୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଚାରୋଟି ର ଉଦଘାଟନ କରିଛନ୍ତି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଦର ଵିଡିଓ ପ୍ରତୀକ ସାହୁ, କମିଶନର ତହସିଲଦାର କ୍ଷିରୋଦ କୁମାର ଦାଶ, ସହକାରୀ ଯନ୍ତ୍ରୀ ଇଂ ଉପାଧ୍ୟାୟ ଯୋଗ ଦେଇଥିବା ବେଳେ ପରିଚାଳନାରେ ବିମଳ ପଣ୍ଡା,ସମୀର ସେନାପତି, ସରୋଜ ବାରିକ୍, ହୃଷିକେଶ ସାମଲ, ଜ୍ୟୋତିପ୍ରକାଶ ନନ୍ଦ,ପ୍ରମୋଦ ସେଠୀ, ଚିତ୍ତରଞ୍ଜନ ସାହୁ,କ୍ଷିତେନ୍ଦ୍ର ମିତ୍ର, ଶିବପ୍ରସାଦ ସାହୁ, ପ୍ରଶାନ୍ତ ସେଠୀ, ନାରାୟଣ ମଲିକ,ମାନସ ସେଠୀ,ରମେଶ ଚନ୍ଦ୍ର ସାହୁ, ନିରଞ୍ଜନ ତରାଇ, ଦିବ୍ୟଜ୍ୟୋତି ସାହୁ,ପ୍ରଭାସ ସାହୁ, ସରାଫତ୍ ଅଲ୍ଲୀ ପ୍ରମୁଖ ସହାୟତା କରିଥିଲେ।

 

Leave a Reply

Your email address will not be published. Required fields are marked *