କଟକ ସଦର, ୧୪/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସହର ଅନ୍ତର୍ଗତ କଲେଜଛକ ଯୋବ୍ରା ରୋଡରେ ଆଜି ରବିବାର ଦିନ ଏକ ଅତ୍ୟାଧୁନିକ ହୋଟେଲ ‘ଏସ୍ ଭେରୋନା’କୁ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ବାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।
ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା, ରଘୁନାଥପୁର ପଞ୍ଚାୟତ ସମିତି ର ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ସମାଜସେବୀ ଆରତ ରଞ୍ଜନ ବିଶ୍ଵାଳ ପ୍ରମୁଖ ଯୋଗ ଦେଇଥିବା ବେଳେ ପରିଚାଳନାରେ ରୁପକ କୁମାର ସ୍ୱାଇଁ, ଶୁଭେନ୍ଦୁ କୁମାର ମିଶ୍ର,ପରିଚାଳକ ଫିରଦୋଶ ହୁସେନ ପ୍ରମୁଖ ସହାୟତା କରିଥିଲେ।
