କଟକ ଜିଲ୍ଲା ପରିଷଦ ର ଏକାଦଶ ତମ ସାଧାରଣ ବୈଠକ

କଟକ ସଦର ,୦୬/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ପରିଷଦର ଏକାଦଶ ତମ ସାଧାରଣ ବୈଠକ ଆଜି ଶନିବାର ଦିନ ସଦଭାବନା ସଭାଗୃହ ରେ ଅଧ୍ୟକ୍ଷ କିଶୋର ମିଶ୍ର ଙ୍କ  ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଉପାଧ୍ୟକ୍ଷା ସୁଭଦ୍ରା ଦାସ,ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ପ୍ରଶାନ୍ତ ନାୟକ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା,ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରାଙ୍କ ସମେତ ଜିଲ୍ଲାର ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗ ଦେଇ  ସମସ୍ତ ଉନ୍ନୟନ କାର୍ୟ୍ୟ କୁ ତ୍ୱରାନ୍ୱିତ କରିବାପାଇଁ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *