ସୁକ ପାଇକାରେ ବେଆଇନ ଚିଙ୍ଗୁଡି ଘେରି କାହା ସ୍ୱାର୍ଥରେ ?

କଟକ ସଦର,୦୭/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଅନ୍ତର୍ଗତ କିଶନନଗର ତହସିଲ ଅଧିନସ୍ଥ ପ୍ରହରାଜପୁର ଆରଆଇ ସର୍କଲର ଫୁଲରା ମାଣପୁର ଠାରେ ସୁକ ପାଇକାରେ ବେଆଇନ୍ ଚିଙ୍ଗୁଡ଼ି ଘେରି କରାଯାଇ ଲକ୍ଷ ଲକ୍ଷ ଟଙ୍କାର ଚିଙ୍ଗୁଡ଼ି ବେପାର ହେଉଥିବା ଅଭିଯୋଗ ହେଉଛି।

ବିନା ସଇରାତ ରେ ପାଇକା ନଦୀର ପାଣିକୁ ଅଟକାଇ ବେଆଇନ ଭାବେ ଚିଙ୍ଗୁଡ଼ି ଘେରି କରାଯିବା କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *