ଭୁବନେଶ୍ୱର,୨୧/୦୮/୨୦୨୫(ଓଡ଼ିଶା ସମାଚା / ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧୮ ତାରିଖ ରୁ ବସିବ । ଏହି ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧୮ ତାରିଖ ରୁ ୨୫ ତାରଖ ଯାଏ ଚାଲିବ । ଏହି ଅଧିବେଶନ ରେ ମାତ୍ର ୭ଟି କାର୍ଯ୍ୟ ଦିବସ ରହିବ। ଏନେଇ ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
୧୮ରୁ ଓଡ଼ିଶା ବିଧାନସଭା ର ମୌସୁମୀ ଅଧିବେଶନ
