ପ୍ରତ୍ୟେକ କାର୍ଯ୍ୟାଳୟର ଅଧିକାରୀଙ୍କ ସହ ଆଲୋଚନା କଲେ ବିଜେପି ମଣ୍ଡଳ ସଭାପତି

ଲକ୍ଷ୍ମୀପୁର,୧୫/୦୮/୨୫(ଓଡିଶା ସମାଚାର/ପ୍ରମୋଦ ଜେନା)-ଲକ୍ଷ୍ମୀପୁର ବ୍ଲକ ବିଜେପି ମଣ୍ଡଳ ସଭାପତି ଅଜୟ ଖରା ଲକ୍ଷ୍ମୀପୁର ବ୍ଲକ ସଦରରେ ଥିବା ପ୍ରତ୍ୟେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବୁଲି କାର୍ଯ୍ୟାଳୟର ଅଧିକାରୀଙ୍କ ସହ ମିଶି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ପ୍ରତ୍ୟେକ ବିଭାଗ କିପରି ସୁଚାରୁ ରୂପେ କାର୍ଯ୍ୟ ସମ୍ପ।ଦନ କରିବେ ସେ ବିଷୟରେ ଆଲୋଚନା କରିଥିଲେ। ତାଙ୍କ ସହ ବାମ ଦେଵ ତୁରୁକ ଓ ସମୀର ବିଡ଼ିକା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *