ଭୁବନେଶ୍ୱର,୧୯/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗବେଷକ ଶ୍ରୀମାନ ଦୀପକ କୁମାର ପଟ୍ଟନାୟକ, ଶିକ୍ଷା ଓ ଅନୁସନ୍ଧାନ Deemed to Be University ରୁ Physics ବିଭାଗରେ ପିଏଚ୍.ଡି ଲାଭ କରିଛନ୍ତି।ସେ ଉକ୍ତ ବିଶ୍ୱବିଦ୍ୟାଳୟର Department of Physics ବିଭାଗର ପ୍ରଫେସର ଡ. ନଚିକେତା ଖମାରୀ ଶର୍ମାଙ୍କ ତତ୍ତ୍ୱାବଧାନରେ ଗବେଷଣା କରୁଥିଲେ।
ଶ୍ରୀମାନ ପଟ୍ଟନାୟକଙ୍କ ସନ୍ଦର୍ଭ “STUDIES ON THE CLINICAL APPLICATION OF STILES CRAWFORD EFFECT & OXIDATIVE STRESS IN EARLY DETECTION OF AGE-RELATED MACULAR DEGENERATION”ଟି CIT,Assam ର ପ୍ରଫେସର ଡ.ରାଜୀବ ଲୋଚନ ହୋତା ଏବଂ University of Zimbabweର ପ୍ରଫେସର ଡ.ଗୋଲ୍ଡେନ ମାକାକା ଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି।
