କେନ୍ଦ୍ରାପଡ଼ା, ୦୯/୦୧/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମ ପଂଚାୟତର ବିରସ୍ୱତୀ ଗ୍ରାମର ଦୁଇ ବରିଷ୍ଠ କଂଗ୍ରେସ କର୍ମୀ ତଥା ବିଶିଷ୍ଟ ସମାଜସେବୀ ନିମାଇଁ ଚରଣ ବସନ୍ତିଆ ଓ ଭଗବାନ ପ୍ରଧାନଙ୍କର ପରଲୋକ ହୋଇଯାଇଛି । ପୂର୍ବତନ ସରପଂଚ ଫକିର ଚରଣ ଖଟୁଆ ଓ ଶିକ୍ଷାବିତ୍ ଅବଧୂତ ରାଉତ, ନିରଞ୍ଜନ ପରିଡା ପ୍ରମୁଖ ତାଙ୍କର ଘନିଷ୍ଠ ସହଯୋଗୀମାନେ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏଥିସହିତ ସେମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଉଭୟଙ୍କର ଶେଷକୃତ୍ୟ ଗ୍ରାମ୍ୟ ଶ୍ମଶାନରେ ସମ୍ପନ୍ନ ହୋଇଥିଲା ।
Related Posts
ଶତାୟୁ ମଞ୍ଚ କଳାକାରଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି
ମାହାଙ୍ଗା ୦୭/୦୫/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-କଳା ଓ ସଂସ୍କୃତିର ପୂଜାରୀ,ମାହାଙ୍ଗା ମାଟିର ଯଶସ୍ବୀ ମଞ୍ଚ ଅଭିନେତା, ଶତାୟୁ ପୁରୁଷ ଦୀନବନ୍ଧୁ ଦାସଙ୍କ ଦ୍ଵାଦଶାହ ତିଥିରେ…
ପ୍ରଶିକ୍ଷଣ ମାଧ୍ୟମରେ ଦକ୍ଷତା ବୃଦ୍ଧି ହିଁ ସମ୍ଭବ ହୋଇପାରିବ
ବ୍ୟବହାରିକ ଜ୍ଞାନକୌଶଳର ପ୍ରୟୋଗ କରି ରାଜସ୍ୱ ପ୍ରଶାସନକୁ ଲୋକମାନଙ୍କ ନିକଟତର କରାନ୍ତୁ ରାଜସ୍ୱ ଅଧିକାରୀମାନେ ନିଜ ଘର ପାଖ ଜିଲ୍ଲାରେ କାର୍ଯ୍ୟ କରିବାର ମନୋବୃତ୍ତି ପରିତ୍ୟାଗ କରି…
ଭିଜିଲାନ୍ସ ଜାଲରେ ପୋଲିସ ଵାଵୁ, ପୋଲିସ ହାତରେ ଡ଼ାକ୍ତର ଵାଵୁ ଧରାହେଲେ
କଟକ ସଦର,୦୯/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଛି ଦିନ ହେଲା ଭିଜିଲାନ୍ସ ସ୍କାନରରେ ଥିବା ଜଗତସିଂହପୁର ଆରଟିଓ ରେ କାର୍ଯ୍ୟରତ ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ରଙ୍କୁ…
