କଟକ ସଦର ,୦୬/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ର କୈ।ଣସି ବାଲି ଘାଟରୁ ଵର୍ଷା ଦିନେ ବାଲି ନଉଠାଇଵାକୁ ଖଣି ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଥିଵା ଜଣାପଡିଛି। ବାଲି ଘାଟ ନିଲାମ ନେଇଥିବା ମାଲିକ ମାନେ ତୁରନ୍ତ ଘାଟରୁ ସେମାନଙ୍କ ର ଆନୁସଙ୍ଗିକ ଉପକରଣ ଓ ଯନ୍ତ୍ରପାତି ହଟାଇ ନେବାକୁ କୁହାଯାଇଛି। ଏଥିରେ ଖିଲାପ ହେଲେ ସ୍ଥାନୀୟ ପୋଲିସ, ତହସିଲଦାର ଓ ଉପଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ସେମାନଙ୍କୁ ନିର୍ଦ୍ଦୋଶନାମାରେ କୁହାଯାଇଛି। ଏହି ନିର୍ଦ୍ଧେଶନାମା ୨ ଜୁଲାଇ ୨୦୨୫ ରୁ ବଳବତର ରହିବ ।
କଟକ ଜିଲ୍ଲା ର ସମସ୍ତ ବାଲି ଘାଟରୁ ଵର୍ଷା ଦିନେ ବାଲି ନଉଠାଇଵାକୁ ନିର୍ଦେଶନାମା ଜାରି।
