ଲୋକ କଳା ମାଧ୍ୟମ ରେ ନିଶା ନିବାରଣ ସଚେତନତା

ଜଗତସିଂହପୁର,୧୮/୦୬/୨୦୨୫ (ଓଡ଼ିଶା ସମାଚାର)-ଗତକାଲି ତା ୧୭.୦୬.୨୫ରିଖ ରେ  ଜଗତସିଂହପୁର ପୌରପରିଷଦର କଲେଜ ଛକ , ହାଟ ବଜାର ଓ ରଘୁନାଥପୁର ବ୍ଲକ ର ବିଜୁପଟ୍ଟନାୟକ ଛକ ଠାରେ  ଅବକାରୀ ବିଭାଗ ଏବଂ ସଂସ୍କୃତି ବିଭାଗର ମିଳିତ ଉଦ୍ୟମରେ ପାଲା ଓ ପଥ ପ୍ରାନ୍ତର ନାଟକ ମାଧ୍ୟମ ରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ପରିବେଷଣ ହୋଇଛି ।

ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତା ଙ୍କୁ ସଚେତନ କରିବାପାଇଁ ଗୀତ ଓ ନାଟକ ପରିବେଷଣ କରାଯିବା ସହ ସେମାନଙ୍କୁ ପ୍ରଚାର ପତ୍ର ବଣ୍ଟନ କରାଯାଇ ଥିଲା।

Leave a Reply

Your email address will not be published. Required fields are marked *