କିମ୍ବଦନ୍ତୀ ସଙ୍ଗୀତଜ୍ଞ ଅକ୍ଷୟ କୁମାର ମହାନ୍ତିଙ୍କ ବିଭିନ୍ନ ସଙ୍ଗୀତକୁ ନେଇ ସଙ୍ଗୀତ ସନ୍ଧ୍ୟା

ଭୁବନେଶ୍ୱର,୧୪/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ଆଜି ଭଞ୍ଜକଳା ମଣ୍ଡପରେ କିମ୍ବଦନ୍ତୀ ସଙ୍ଗୀତଜ୍ଞ ଅକ୍ଷୟ କୁମାର ମହାନ୍ତିଙ୍କ ବିଭିନ୍ନ ସଙ୍ଗୀତକୁ ନେଇ ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

କିମ୍ବଦନ୍ତୀ ସଙ୍ଗୀତଜ୍ଞଙ୍କ ଉପରେ ଆଧାରିତ ଏହି ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ଜୁନ୍‌ ୧୨ ତାରିଖରୁ ଜୁନ୍‌ ୧୯ ତାରିଖ ପର୍ଯ୍ୟନ୍ତ ଭଞ୍ଜକଳା ମଣ୍ଡପ ଠାରେ ଅନୁଷ୍ଠିତ ହେଉଛି।

Leave a Reply

Your email address will not be published. Required fields are marked *