ଅହମ୍ମଦାବାଦ ବିମାନ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କଲେ ବାଚସ୍ପତି ସୁରମା ପାଢ଼ୀ  

ଭୁବନେଶ୍ୱର,୧୨/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅହମ୍ମଦାବାଦ ବିମାନ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି  ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ  । ‘ଏକ୍ସ’ରେ ଲେଖିଛନ୍ତି, ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ବିଷୟରେ ଜାଣିବା ପରେ ଏହା ମୋ ପାଇଁ ବହୁତ ଯନ୍ତ୍ରଣାଦାୟକ ଏବଂ ମର୍ମାହତ। ସମସ୍ତଙ୍କ ସୁରକ୍ଷା ଏବଂ ଶୀଘ୍ର ଆରୋଗ୍ୟ ପାଇଁ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

https://x.com/suramapadhybjp/status/1933164352129184219? 

It’s very much painful and shocking for me after knowing about the Air India flight crash incident in Ahmedabad. Praying to Mahaprabhu Shree Jagannath for everyone’s safety and quick recovery.

Leave a Reply

Your email address will not be published. Required fields are marked *