ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଙ୍କ ଉଦ୍ୟମ

ଯୁଦ୍ଧ ବିରତି ପାଇଁ ଉଭୟ ଭାରତ ଓ ପାକିସ୍ତାନ ରାଜି ହୋଇ ଥିବାରୁ ଉଭୟ ଦେଶକୁ ଅଭିନନ୍ଦନ । ଧନ୍ୟବାଦ – ଡୋନାଲ୍ଡ ଟ୍ରମ୍ପ

ଭୁବନେଶ୍ୱର,୧୦/୦୫/୨୦୨୫ (ଓଡ଼ିଶା ସମାଚାର)- ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆଶା ସୃଷ୍ଟି ହୋଇଛି । ଆମେରିକାର ମଧ୍ୟସ୍ଥତାରେ ଏହି ଯୁଦ୍ଧ ବିରତି ପାଇଁ ଉଭୟ ଭାରତ ଓ ପାକିସ୍ତାନ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମାଜିକ ଗଣ ମାଧ୍ୟମ ଏକ୍ସରେ ସୂଚନା ଦେଇଛନ୍ତି । ଏକ୍ସରେ ସେ ଲେଖଛନ୍ତି “ସାରା ରାତି ର କଥାବାର୍ତ୍ତା ପରେ ଆମେରିକାର ମଧ୍ୟସ୍ଥତା ପରେ ଭାରତ ଓ ପାକିସ୍ତାନ ସଂପୂର୍ଣ୍ଣ ଓ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି । ସାଧାରଣ ଜ୍ଞାନକୁ ପ୍ରୟୋଗ କରିଥିବାରୁ ଉଭୟ ଦେଶକୁ ଅଭିନନ୍ଦନ । ଧନ୍ୟବାଦ।“

https://x.com/realDonaldTrump/status/1921174163848401313/photo/1

Leave a Reply

Your email address will not be published. Required fields are marked *